#ପ୍ରକାଶ_ପାଇଲା_ଚଳିତ_ବର୍ଷର_ମାଟ୍ରିକ_ପରୀକ୍ଷା_ଫଳ
#ଏଥର_ବି_ଛାତ୍ରଙ୍କୁ_ପଛରେ_ପକାଇଲେ_ଛାତ୍ରୀ
ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ରହିଛି ୯୦.୫୫% । ଚଳିତ ବର୍ଷ ମୋଟ୍ 5ଲକ୍ଷ 71ହଜାର 909 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ୍ 5 ଲକ୍ଷ 17ହଜାର 847 ଜଣ
#Cuttack #BSEResult #Student #odisha #ArgusNews