#ବିଶ୍ବସ୍ତରୀୟ_କଳଙ୍କରେ_କଳଙ୍କିତ_ହେଲେ_ରାଜ୍ୟ_ସରକାର
#ସେବେ_20_କୋଟି_ଦେଲେନି_ଏବେ_100_କୋଟି_ଦେବାକୁ_ଘୋଷଣା
ଏ ହେଉଛି ଗତ ଜୁଲାଇ ମାସର ଦୃଶ୍ୟ । ଏମିତି ଭାବେ ରାତି ଅଧରେ ଗୋଟିଏ ଘରୋଇ କମ୍ପାନୀ ଜବତ କରିଥିଲା
ରାଜ୍ୟ ସରକାରଙ୍କ ସମ୍ପତ୍ତି । ଯାହା କି ଓଡିଶା ଇତିହାସରେ ଥିଲା ପ୍ରଥମ ଘଟଣା ।
#ConstructionCompanies #OdishaGovt #Money #Odisha #ArgusNews