ସରକାର ବଡ ନାରା । ପଢିବୁ ଆମେ ବଢିବୁ ଆମେ । ମାତ୍ର ବାସ୍ତବତା ବହୁଦୂରରେ । ସରକାର ବହୁତ ବଡବଡ ପ୍ରତିଶ୍ରୁତି ଦେଉଛନ୍ତି । ମାତ୍ର ଶିକ୍ଷାର ବିକାଶ ପାଇଁ ଯାହା ବ୍ୟବସ୍ଥା ଅଛି ନକହିବା ଭଲ । କେନ୍ଦ୍ରାପଡାର ଏମିତି ଅନେକ ସ୍କୁଲ ରହିଛି ଯେଉଁଠି ଗୋଟିଏ ସ୍କୁଲରେ ଚାଲିଛି ପାଠ ପଢା । ଦେଖିବା ଏ ରିପୋର୍ଟ
#Kendrapara #School #educationsystem #OdishaGovt #ArgusNews #Odisha