ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଘର ସମ୍ମୁଖରେ ଥିବା ଚାରି ଚକିଆ ଗାଡ଼ି ଜାଳି ଦେଲେ ଦୁର୍ବୃତ୍ତ । ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୃତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ ଯାନକୁ ଜାଳି ଦେବା ସହ ମାରଣାସ୍ତ୍ର ଧରି ତାଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
#Puri #caronfire #Attack #odisha #ArgusNews