କୁକୁଡା ଚୋରି କରି ବନ୍ଧା ହେଲା ଚୋର ।
ଅଭିଯୁକ୍ତ ଜଣକ ହେଉଛି ପୁରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ତିଅରପାରି ଗ୍ରାମର ନକୁଳ ସାମଲ । ତେବେ ପୋଲିସ ନୁହେଁ ଗ୍ରାମବାସୀମାନେ ଅଭିଯୁକ୍ତ ନକୁଳର ହାତ-ଗୋଡ ବାନ୍ଧି ତାକୁ ଅଟକ ରଖିଛନ୍ତି
#Puri #thief #Poultryfarm #Brahamagiri #NakulaSamala #ArgusNews