ରାୟଗଡ଼ା କାଶୀପୁରରେ ଚିହ୍ନଟ ହେଲା ହଇଜା ଭୂତାଣୁ । ହଇଜା ଭୂତାଣୁ ସକ୍ରିୟ ଥିବା ପରୀକ୍ଷା କରି ଜାଣିଲେ ମେଡିକାଲ ଟିମ୍ । ଟିକିରି ଅଞ୍ଚଳରେ ଗତ ୭ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଡାଇରିଆରେ ୭ ଜଣଙ୍କର ମୃତ୍ୟୁ ହୋଇଛି
#Rayagada #virusdetect #influenzavirus #diarrhoea #ArgusNews