#ବାଜିରେ_ଲାଗିଛି_ଜୀବନ
ବାଟ ହୁଡିଛି ବିକାଶ। ନଦୀ ଉପରେ ନାହିଁ ପୋଲ, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ କୁସୁମୀ ବ୍ଳକ ଅନ୍ତର୍ଗତ ଝିପାବନ୍ଧ ଗ୍ରାମପଞ୍ଚାୟତର ପୋଖରିଆ ଗାଁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର୍ ହେଉଛନ୍ତି। ବାରମ୍ବାର ଦାବି ପରେ ବି ନିର୍ମାଣ ହେଉନି ପୋଲ ।
#Mayurbhanj #Jashipur #RoadProblem #TransportaionIssue #LifeRisk #ArgusNews