ସକାଳଧୂପ ନୀତି ପରେ ଆଞ୍ୟାମାଳ ବିଜେ। ତିନିବାଡର ତିନିଜଣ ପୂଜାପଣ୍ଡା ସେବାୟତ ଆଞ୍ୟାମାଳ ତିନିରଥରେ ବିଜେ କରିବା ପରେ ଦକ୍ଷିଣ ମୋଡ ହେଲା ରଥ। ପ୍ରଥମେ ଭିଡା ହେଲା ଦେବୀ ସୁଭଦ୍ରାଙ୍କ ରଥ। ପରେ ବଳଭଦ୍ରଙ୍କ ତାଳଧ୍ଵଜ ଓ ଶେଷରେ ବିଶ୍ଵନୀୟନ୍ତାଙ୍କ ନନ୍ଦିଘୋଷ। ସିଂଘଦ୍ଵାରୁ ନାକଚଣା ଦ୍ଵାର ଶରଧାବାଲିରେ ପହଁଞ୍ଚିବ ତିନିରଥ।
#Puri #RathYatra #RathaDakhinaModa #Agyamalabije #Odisha #ArgusNews