କିନ୍ନର ସଭାପତି ମିରା ପରିଡାଙ୍କ ବିରୋଧରେ ଗର୍ଜିଲେ ସାଥି କିନ୍ନର !
ମୀରା ପରିଡାଙ୍କ ସହ ମେଘନା ସାହୁ ଏବଂ ସାଧନା ମିଶ୍ର ଙ୍କ ନାଁରେ ଆଣିଲେ ଏମିତି କିଛି ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ ଆଣିଲେମୀରା ପରିଡାଙ୍କ ନାଁରେ । ଶୁଣନ୍ତୁ କଣ କହୁଛନ୍ତି ଅଲ ଓଡିଶା କିନ୍ନର ସଂଘର ସଭାପତି ସ୍ବିଟି ସାହୁ
#Transgender #Protest #MiraParida #Bhubaneswar #ArgusNews