ବିସିସିଆଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଗାମୀ ମହିଳା ମହିଳା ଟି -୨୦ ଚ୍ୟାଲେଞ୍ଜ ପାଇଁ ଓଡ଼ିଶାରୁ ୨ ଜଣ ମନୋନୀତ ହୋଇଛନ୍ତି. ଏହି ଦୁଇ ଜଣ ଖେଳାଳି ହେଉଛନ୍ତି ଭୁବନେଶ୍ୱର ଜାଗୃତି କ୍ରିକେଟ ଏକାଡେମୀର । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି କ୍ଷୀରୋଦ ବେହେରା ମହିଳା କ୍ରିକେଟ କୋଚ
#BCCI #womencricket #t20 #womencrickett20 #JagrutiCricketAcademy #ArgusNews