ପୁଣି ଥରେ ବିବାଦରେ ଭେଲୋର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜୀ । ହନୁମାନ ଚାଳିସାର ସାମୁହିକ ଗାୟନ କରିବାରୁ ଲଗାଇଲା ଜୋରିମାନା । ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଲେ ଲାଗିବ ନାହିଁ ଜୋରିମାନା । ପଚାରିଲେ ଭାରତରେ ହନୁମାନ ଚାଳିସା ପଢା ଯିବ ନାହିଁ ତା ହେଲେ କେଉଁଠି ପଢା ହେବ ?
#hanumanchalisa #Fines #VelloreInstituteofTechnology #National #ArgusNews