ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥ ନିର୍ମାଣେ ନିୟୋଜିତ ବିଶ୍ବକର୍ମା ଓ ମହାରଣାଙ୍କୁ ସମ୍ମାନିତ। ସେମାନଙ୍କ ପାଦ ଧୋଇ ସେମାନଙ୍କୁ ସମ୍ବୋଧିତ କଲେ ନୀଳଗିରିର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବୀର ଫାଉଣ୍ଡେସନ।
#Balasore #Nilagiri #Vishwakarma #Maharana #Honored #Rathayatra #ArgusNews