ଜଳେଶ୍ୱରରୁ ଭୁବନେଶ୍ୱର ପାଦରେ ଚାଲୁଛନ୍ତି ଆଦିବାସୀ ଯୁବକ ପୁର୍ଣ୍ଣଚନ୍ଦ୍ର। ଜନସାଧାରଣଙ୍କ ହିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଠ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ନିମନ୍ତେ ଜଣେ ଆଦିବାସୀ ଯୁବକ ପ୍ରାୟ ୪୦୦କିମି ପାଦରେ ଚାଲୁଛନ୍ତି।
#Jaleswar #NaveenNivas #walking #claimform #odisha #ArgusNews