#କାଳ_ସାଜିଛି_ଦୁର୍ବଳ_ନଦୀ_ବନ୍ଧ
#ବଢିଲା_ନଦୀକୂଳିଆ_ବାସିନ୍ଦାଙ୍କ_ଭୟ
ରାଜ୍ୟରେ ସକ୍ରିୟ ମୌସୁମୀ। ୧୦ ତାରିଖରେ ଆଉ ଏକ ଲଘୁଚାପ ସମ୍ଭାବନା। ବର୍ଷାକୁ ଦେଖି ବଢିଲା ନଦୀକୂଳିଆ ବାସିନ୍ଦାଙ୍କ ଭୟ। କାରଣ ସେମାନଙ୍କ ପାଇଁ କାଳ ସାଜିଛି ଦୁର୍ବଳ ନଦୀ ବନ୍ଧ।
#balasore #monsoon #weakbridge #Odisha #ArgusNews