ଓଡ଼ିଶା ଛୁଇଁଲା ମୌସୁମି । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।
#WeatherNews #WeatherUpdate #mansoon #rains #Odisha #ArgusNews
Be the first to know any news. You will get latest stories and video updates through the day. You can turn them off anytime.