#ସହାୟତାର_ହାତ_ବଢାନ୍ତୁ_ଏମାନଙ୍କ_ଆଖିରୁ_ଲୁହ_ପୋଛନ୍ତୁ
ପୁଅର ଲୁହ, ବୁଢା ବାପଟାକୁ ବି କନ୍ଦେଇ ଦଉଛି। ପଣତ କାନିରେ ପୁଅର ମୁହଁ ପୋଛି ନିଜ ଲୁହ ନିଜେ ପିଉଛି ମା’। ଯେଉଁ ବୟସରେ ଭେଣ୍ଡିଆ ପୁଅ ରୋଜଗାର କରି ବାପା ମାଙ୍କୁ ପୋଷିବା କଥା ସେ ବୟସରେ ମା’ ଖୁଆଇ ଦେଉଛି ତାକୁ। ଜୀବନର ଏଇ ୟୁ ଟର୍ଣ୍ଣକୁ ଆପଣ ତାଙ୍କ ଲୁହରେ ଅନୁଭବ କରିପାରିବେ।
#Puri #Odisha #ArgusNews