#କମ୍ପିଲା_ରାଜଧାନୀର_ରାଜରାସ୍ତା !
ହାଇକୋର୍ଟ ବେଞ୍ଚ ପାଇଁ ଆରପାର୍ । ରାଜଧାନୀରେ ଦୁର୍ବାର ପ୍ରତିବାଦ । ପଶ୍ଚିମ ଓଡ଼ିଶାରେ ବି ଜୋରଦାର ବିକ୍ଷୋଭ । କାହିଁକି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରୁନାହାନ୍ତି ତାକୁ ନେଇ ଗଗନ ପବନ ଏକତ୍ରିତ କରିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ
#WesternOdisha #HighcourtBench #WestOdishaBarAssociation #protest #ArgusNews #Odisha