#ଜିଆରଏସ_ନିଖୋଜକୁ_ପୂରିଲା_୪ଦିନ
#ସାମ୍ନାକୁ_ଆସିଛି_ସିସିଟିଭି_ଫୁଟେଜ
ଗଞ୍ଜାମରେ ଜିଆରଏସ୍ ସ୍ବାଗତ ପଣ୍ଡା ନିଖୋଜ୍ ଘଟଣା । ୪ ଦିନ ପରେ ବି ମିଳୁନି ପତ୍ତା । ନିଖୋଜ ନା ଅପହରଣ ତାକୁ ନେଇ ଉଠିଲା ପ୍ରଶ୍ନ । ସୋମବାର ରାତି ୯ଟା ୨୫ରେ ଘରୁ ବାହାରି ୯ଟା ୩୦ରେ ବିଡ଼ିଓଙ୍କ ସହ କିଛି କଥା ହୋଇଥିଲେ ଜିଆରଏସ୍ ସ୍ବାଗତ ପଣ୍ଡା ।
#Ganjam #cctvfootage #GRSmissingCase #SwagatPanda #Odisha #ArgusNews