କଟକ ଜିଲ୍ଲାର ପ୍ରସିଦ୍ଧ ନେମାଳ ପଦ୍ମବନ ଠାରେ ପବିତ୍ର ଅଚ୍ୟୁତାନନ୍ଦଙ୍କ ଗାଦି ପୀଠରେ 7/8 ଦିନ ହେବ 3/4ଟି ବଟବୃକ୍ଷକୁ ସଂବାଳୁଆ ପ୍ରଜାତିର ପୋକ ଆକ୍ରାନ୍ତ କରିବାରୁ ଗଛର ପତ୍ର ମାନ ସବୁ ଝଡି ପଡିଥିଲା। ତହସିଲଦାରଙ୍କ ନିର୍ଦେଶରେ ଉଦ୍ୟାନ କୃଷି ବିଭାଗ ଉପସ୍ଥିତିରେ ଅଗ୍ନି ସେବା ବାହିନୀ କୀଟ ନାଶକ ଔଷଧ ସିଞ୍ଚନ କରିଥିଲେ। ଫଳରେ ସଂବାଳୁଆ ପୋକ ମାନଙ୍କୁ ଆଉ ଦେଖିବାକୁ ମିଳିନଥିଲା...।
#cuttack #Achyutanandagadi #WormAttack #Odisha #ArgusNews