#ପରିବାରକୁ_ଗ୍ରାସିଛି_ଅଜଣା_ରୋଗ
ମା, ମୁଁ ବି ସ୍କୁଲ ଯିବି । ମୁଁ ବି ପାଠ ପଢିବି । କହ ମା, ମୁଁ କଣ ଆଉ ଭଲ ହେବିନି । ମୁଁ କଣ ଆଉ ପାଠ ପଢି ପାରିବିନି । ମୋର ସବୁ ସାଙ୍ଗପିଲାଙ୍କ ଭଳି ମୁଁ କଣ ଆଉ ଖେଳିପାରିବିନି ମା । । ଏ ହେଉଛି ଏଇ କୁନି ପିଲାର କୋହଭରା ପ୍ରଶ୍ନ । ଆଉ ଯାହାର ଉତ୍ତର ତା ମାଆ ପାଖରେ ନାହିଁ । ନଜର ପକାନ୍ତୁ ଏହି ଭିଡିଓରେ....
#raigarh #unknowndisease #littleboy #help #Odisha #ArgusNews