#ମନ୍ତ୍ରୀ_ନବ_ଦାସ_ହତ୍ୟା_ମାମଲାରେ_ବଡ_ଟ୍ବିଷ୍ଟ
#ଅଭିଯୁକ୍ତ_ଗୋପାଳଙ୍କ_ବଡ_ଭାଇଙ୍କୁ_ଉଠାଇନେଲା_କ୍ରାଇମବ୍ରାଞ୍ଚ
ଛାନଭିନ୍ ଜୋରଦାର କଲା କ୍ରାଇମବ୍ରାଞ୍ଚ । ବ୍ରଜରାଜନଗରରେ କ୍ରାଇମସ୍ପଟରେ ସାଇଣ୍ଟିଫିକ ଟିମର ତନାଘନା । ବଦଳିଲେ ଝାରସୁଗୁଡ଼ା SP ଓ ବ୍ରଜରାଜନଗର ଏସଡିପିଓ । ସେପଟେ ଗଞ୍ଜାମ ଜଳେଶ୍ବରଖଣ୍ଡିରେ ଅଭିଯୁକ୍ତ ଗୋପାଳ ଦାସ ଭାଇଙ୍କୁ ଜେରା ପରେ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ ।
#ArgusNews #NabaDas #DeathIssue #CrimeBranch #GopalDas #Jharsuguda #Odisha