#ନଦୀ_ପାର_ହେବା_ପାଇଁ_ଦେଶୀ_ଯୋଗାଡ଼ରେ_ନିର୍ମାଣ_କରାଯାଇଥିବା_ଗୋଟିଏ_ଡଙ୍ଗା
କେଇ ଖଣ୍ଡ ପ୍ଲାଷ୍ଟିକ ଡ୍ରମକୁ ମିଶାଇ ତା ଚାରିପଟକୁ ଲୁହା ଛଡ଼ ଦ୍ୱାରା ଆବଧ କରାଯାଇ ତା ଉପରେ ବସିବା ପାଇଁ ଲୁହା ପ୍ଲେଟ୍ ପକାଯାଇଛି । ଏହି ଡଙ୍ଗାର ଉଭୟ ପାର୍ଶ୍ଵରେ ଦଉଡ଼ି ବନ୍ଧା ଯାଇ ନଦୀର ଦୁଇ କୂଳରେ ଥିବା ଗଛରେ ବନ୍ଧା ଯାଇଛି । ଆଉ ଏହି ଡଙ୍ଗା ଉପରେ ବସିବା ପରେ ଦଉଡ଼ିକୁ ନିଜ ଆଡକୁ ଟାଣିଲେ ଆପେ ଆପେ ଅନ୍ୟକୁଳକୁ ଚାଲି ଯାଉଛି ଏହି ଡଙ୍ଗା ।
#Bridge #river #crossing #plasticdrum #Boat #villagers #Gajapati #Odisha #ArgusNews