ଆଜି ଉନ୍ମୋଚିତ ହେବ ରାଜନୀତିର ଚାଣକ୍ୟ ଅମିତ ଶାହଙ୍କ ଜୀବନୀ ଆଧାରିତ ପୁସ୍ତକ ।‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି । କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରଶିକ୍ଷାମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ।
#AmitShah #Biography #politics #bookunveiled #National #ArgusNews