କଟକ ନରସିଂହପୁରରେ ସ୍ମାର୍ଟ ସ୍କୁଲର ଶୋଚନୀୟ ଚିତ୍ର । ବର୍ଷାପାଣିରେ ଭାସୁଛି କ୍ଳାସରୁମ । ଅନନ୍ତ ନାରାୟଣ ସ୍କୁଲ ଛାତରୁ ଖସୁଛି ପାଣି । ପିଲାମାନେ ବାଧ୍ୟ ହୋଇ ପାଲ ଧରି ଠିଆହେଉଛନ୍ତି । ସିଲିଂ ସହିତ ସ୍ମାର୍ଟ ଏଲଇଡି ସ୍କ୍ରୀନ ଧୋଇ ହୋଇ ନଷ୍ଟ ହୋଇଯାଇଛି ।
#Odisha #ArgusNews #smartschool #school #student #scam #Cuttack #narsinghpur