#ରାଜ୍ୟରେ_ମାଳ_ମାଳ_ବୁଲା_କୁକୁର
#ସହରଠୁ_ଗାଁ_ସବୁଠି_ବୁଲୁଛନ୍ତି_କୁକୁର
ଦୋକାନ ବଜାର, ବସ୍ଷ୍ଟପ, ରେଳ ଷ୍ଟେସନ ସବୁଠି କୁକୁରଙ୍କ ବାସସ୍ଥାନ । ଏହି କୁକୁର ମାନଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ଅଧିନରେ ପଶୁମାନଙ୍କୁ ବନ୍ଧ୍ୟାକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ତଥାପି କୁକୁର ମାନଙ୍କ ସଂଖ୍ୟାରେ ନିୟନ୍ତ୍ରଣ ଆସୁନି ।
#Dogs #Odisha #ArgusNews