#ଉପରମୁଣ୍ଡରେ_ବର୍ଷା_ପାଇଁ_ବଢିଲା_ଚିନ୍ତା
#ମହାନଦୀ_ପରେ_ତେଲ_ନଦୀ_ବଢାଇଛି_ବିପଦ
ଉପରମୁଣ୍ଡରେ ବର୍ଷା ପାଇଁ ବଢିଲା ଚିନ୍ତା.ହୀରାକୁଦର ୮ ଗେଟ ବନ୍ଦ ହେବା ପରେ ମଧ୍ୟ ରାଜ୍ୟରେ ବନ୍ୟା। ମହାନଦୀ ପରେ ତେଲ୍ ନଦୀ ବଢାଇଛି ବିପଦ.ବନ୍ୟାଜଳରେ ଉବୁଡୁବୁ ରାଜ୍ୟର ଅଧିକାଂସ ନଦୀ କୁଳିଆ ଅଞ୍ଚଳ
#HeavyRainFall #Flood #Weather #Odisha #ArgusNews