#ସ୍ୱେଚ୍ଛାଚାରିତାକୁ_ଶକ୍ତ_ଚାପୁଡା
#ଅହଂକାରକୁ_ବଡ଼_ବିରୋଧ
#ମନମୁଖୀ_କାର୍ଯ୍ୟକୁ_ଡାଇରେକ୍ଟର_ଆଟାକ୍
ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ନିଜ ଦଳରୁ ବିରୋଧ । ନିଜ ଜିଲ୍ଲାରେ ବିରୋଧର ଶିକାର ହେଲେ ଖୋଦ୍ ମନ୍ତ୍ରୀ । ମନ୍ତ୍ରୀଙ୍କ ବିରୋଧରେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଲେ ବ୍ଲକ ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଦସ୍ୟ । ଆଉ ପଦାରେ ପଡିଲା ବିଜେଡିର ଗୋଷ୍ଠି କନ୍ଧଳ । ମନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କଲେ ଆଉ ଭୂମିପୂଜନ ପାଇଁ ତିଆରି ହୋଇଥିବା ଫଳକକୁ ଭାଙ୍ଗିଲେ ।
#RajendraDholakia #action #OdishaGovt #protests #Odisha #ArgusNews