#ବିଧବା_ଭାଉଜ_ମଥାରେ_ସିନ୍ଦୁର_ଦେଲେ_ଦିଅର
ଏଠି ଛୋଟ ଛୋଟ କଥାରେ ସମ୍ପର୍କ ଭାଙ୍ଗି ଯାଉଛି । ଟିକେ ସନ୍ଦେହରେ ନିଜର ପର ହେଇଯାଉଛି । ହେଲେ ଏଠି ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଭାଇର ମୃତ୍ୟୁ ପରେ ଭାଉଜ ମଥାରେ ସିନ୍ଦୁର ଦେଇ ଏ ସମାଜ ପାଇଁ ଏକ ବାର୍ତ୍ତା ଦେଇଛନ୍ତି ବାଙ୍କୀ ଡମପଡା ବ୍ଲକ ରଗଡି ଗାଁର ଅରୁଣ ବାରିକ ।
#banki #marriage #unique #widow #odisha #ArgusNews