ଦେଶ ଓ ରାଜ୍ୟରେ ଗତ ୨ ଥର ନିର୍ବାଚନରେ ବିଜେପିର ଭୋଟ ହାର ଆଶାଠାରୁ ଅଧିକ ବୃଦ୍ଧି ଘଟିଛି । ଆଉ ପାଖାପାଖି ୧୦ ପ୍ରତିଶତ ଭୋଟ ବଢିଲେ ରାଜ୍ୟରେ ନୂଆ ସରକାର ଆସିବା ଥୟ। ତେବେ ୨୦୨୪ ରେ ଯଦି ପୁଣି ଥରେ ଅରେଞ୍ଜ ଆର୍ମି ଫୁଲ ଜୋଶରେ ଲାଗିଯିବ ଓଡ଼ିଶାରେ ପଦ୍ମ ଫୁଟିବ ।