ଆଷାଦିପ ମାନସିକ ଭିନ୍ନକ୍ଷମ ସ୍କୁଲ ଭିତରେ ପ୍ରାୟ ଦେଢ଼ ମାସ ତଳେ ଜଣେ ମାନସିକ ଭିନ୍ନକ୍ଷମ ପିଲାକୁ ମାଡ଼ ମାରିବା ଘଟଣାର ନୂଆ ମୋଡ଼। ଛେଣ୍ଡ ଥାନା ରେ ଅଭିଯୋଗ ପରେ ମୁଁହ ଖୋଲିଛନ୍ତି ଆଷାଦିପ କର୍ତ୍ତୃପକ୍ଷ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ।
#Raurkela #ashadeep #mentallydisorderchildren #Odisha #ArgusNews