ଭୂଇଁ ତଳେ ବିକାଶର ଚିତ୍ର ,ମୃତ୍ୟୁ ସୁନିଶ୍ଚିତ । ଏଠି ରାସ୍ତା ଅଛି ସତ,ହେଲେ ଆପଣ ନାଳକୁ ଗଳି ପଡିବାର ଆଶା ଅଧିକ । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ବ୍ଲକ ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର। ଗାଁର ରାସ୍ତା ଉପରେ ଟିକେ ନଜର ପକାନ୍ତୁ ।
#bhadrak #road #unsafe #villageroad #Odisha #ArgusNews