#ଶ୍ରାବଣରେ_ବର୍ଷାର_ଲୁଚକାଳି
ନିଅଣ୍ଟିଆ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମରୁଡି ପରିସ୍ଥିତି । ଜୁନ ୧ରୁ ଜୁଲାଇ ୩୧ ଭିତରେ ୮ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ବଡ ପ୍ରଶ୍ନ, କୁଆଡେ ଗଲା ରାଜ୍ୟ ସରକାରଙ୍କ ଜଳସେଚନ ପ୍ରତିଶ୍ରୁତି ? ଏପଟେ ମରୁଡି ସ୍ଥିତିକୁ ଦେଖି ଚାଷୀ ହତାଶ ।
#RainFall #irrigation #Ganjam #Odisha #OdishaGovt #ArgusNews