#ବିଜେଡି_ନେତାଙ୍କ_ମୁଣ୍ଡରେ_ଝୁଲୁଛି_ଖଣ୍ଡା
#ପଂଚାୟତ_ଓ_ପୌରରେ_ଫେଲ୍_ନେତାଙ୍କ_ବିରୋଧରେ_ଆକସନ୍
ସଂଗଠନରେ ମୁଖିଆ କରିବେ ବଡ ପରିବର୍ତ୍ତନ । ପ୍ରଦର୍ଶନ ଆଧାରରେ 24ର ମଙ୍ଗୁଆଳ ବାଛିବେ ନବୀନ । ଜିଲ୍ଲାର ପର୍ଯ୍ୟବେକ୍ଷକ ଠୁ ନେଇ ବରିଷ୍ଠ ପର୍ଯ୍ୟବେକ୍ଷକ ପର୍ଯ୍ୟନ୍ତ ନେତାଙ୍କୁ ପରିବର୍ତ୍ତନ କରିବେ ନବୀନ । ଚର୍ଚ୍ଚା ଅନୁଯାୟୀ 24 କୁ ଆଖି ଆଗରେ ରଖି ଅନେକ ଯୁବ ନେତୃତ୍ବଙ୍କୁ ଜିଲ୍ଲା ଦାୟୀତ୍ବ ଦିଆଯିବ ।
#BJD #candidate #changes #elections #odisha #ArgusNews