ସପ୍ତମ ଦିନରେ ପହଁଚିଛି ଆଦିବାସୀ ମେଳା। ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆଦିବାସୀ ମେଳା । ସ୍ମାର୍ଟସିଟିରେ ଗାଁର ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଦେଖିବାକୁ ମିଳିଛି ଝାଟି ମାଟିର କୁଡ଼ିଆ ଘର ।
#ArgusNews #adivasimela #Bhubaneswar #Odisha