ନା ସେ ନିଜ ନାଁ କହୁଛନ୍ତି ନା କହୁଛନ୍ତି ଠିକଣା l ଗୁଣୁଗୁଣୁ ହୋଇ ସେ କହି ଯାଉଛନ୍ତି ଅନେକ କଥା l ହେଲେ ତାର ବେଦନା ବା କିଏ ବୁଝିବ l ସକାଳ ହେଲେ ସେ ପ୍ଲାଷ୍ଟିକ ଅଖାବସ୍ତା ଧରି ବଜାରର ବିଭିନ୍ନ ସ୍ଥାନରେ ପଡ଼ିଥିବା ଅଳିଆ ଗୁଡିକୁ ବସ୍ତାରେ ଭରି ଅଳିଆ ଗଦାରେ ପକାଉଥିବା ବେଳେ ରାତିହେଲେ ସେହି ଅଳିଆଗଦା ନିକଟରେ ଥିବା ଡ୍ରେନ ପାଲଟିଛି ତାଙ୍କ ପାଇଁ ସୋଇବା ଶେଜ l
#dustbin #life #woman #womanstruggle #Kendrapada #Odisha #ArgusNews