ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳର ରୋହନ କୁମାର ଗୁରୁମ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେ +୨ ବିଜ୍ଞାନ ପଢୁଥିଲା। କମ ନମ୍ବର ରଖିବାରୁ ମାନସିକ ଭାରସ୍ୟାମ ହରାଇ ନିଜ ଘରେ ଶୌଚାଳୟରେ ଜୀବନ ହାରିଛନ୍ତି ରୋହନ। ସେ ପରୀକ୍ଷାରେ ୪୯% ରଖିଥିବା ବେଳେ ଆହୁରି ଅଧିକ ନମ୍ବର ରଖିବା ପାଇଁ ଆଶା କରିଥିବା ରୋହନର ଭାଇ ପ୍ରକାଶ କରିଛନ୍ତି।
#Burla #plustwostudent #lowpercentage #Odisha #ArgusNews