#ଗରିବଙ୍କୁ_ପକ୍କା_ଘର_ବାଧକ_ରାଜ୍ୟ_ସରକାର
କେନ୍ଦ୍ରରୁ ଆସିଛି ଟଙ୍କା । ମାତ୍ର ଜମି ପଟ୍ଟା ନଥିବାରୁ ଆବାସ ପାଇବାରୁ ବଞ୍ଚିତ ଭୂମିହୀନ । ଓଡ଼ିଶା ସମେତ ୫ ରାଜ୍ୟକୁ କେନ୍ଦ୍ରର ତାଗିଦ ଭରା ଚିଠି । ୧୫ ତାରିଖ ସୁଦ୍ଧା ଜମି ନଯୋଗାଇଲେ ଫେରିଯିବ ଆବାସ ଟଙ୍କା ।
#ArgusNews #AawasYojna #OdishaGovt #LandIssue #stategovt #Odisha