ତମାଳ ବୄକ୍ଷର ବନ ଭିତରେ ଥିବାରୁ ନା ହେଲା ତମାଳ ଶାସନ ବା ତମାଳକ୍ଷେତ୍ର । ଦିନେ ସମୂଦ୍ରର ଅତି ନିକଟରେ ଥିବା ଏଇ ଗାଁରେ ସ୍ଵପ୍ନାଦେଶ ହୋଇ ପୂଜା ପାଇଲେ ପ୍ରଭୁ ଦଧିବାମନଜୀଉ । ଦୀର୍ଘ ପାଞ୍ଚଶହ ବର୍ଷର ପୁରୁଣା ଏହି ମନ୍ଦିରର ଅନେକ ଇତିହାସ ଓ କିମ୍ବଦନ୍ତୀ ରହିଛି।
#ArgusNews #Kendrapara #Rajnagar #worship #history #oldtemple #Odisha