#ମୌଳିକ_ସୁବିଧାରୁ_ବଞ୍ଚିତ_କାଶୀପୁରର_ଭିତରକୁଟମି_ଗାଁ
ଗ୍ରାମବାସୀଙ୍କ ପ୍ରଶ୍ନ ଆମେ କଣ ମୋ ପରିବାର ରୁ ବାହାରେ ? ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନଜାତି ବର୍ଗର ଶତାଧିକ ଲୋକେ ବର୍ଷ ବର୍ଷ ଧରି ସରକାରୀ ଯୋଜନାରୁ ବଞ୍ଚିତ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଭିତରକୁଟମି ଗାଁରୁ ।
#Rayagada #Kashipur #RoadProblem #WaterProblem #Odisha #ArgusNews