#ଆବାସ_ପାଲଟିଛି_ସାତ_ସପନ
ଅଯୋଗ୍ୟଙ୍କୁ ମିଳୁଛି ଘର, ବାଦ ପଡୁଛନ୍ତ ଯୋଗ୍ୟ ହିତାଧିକାରୀ , ମୟୂରଭଞ୍ଜ ଜିଲ୍ଲାରେ ୨୦୧୪ରୁ ୨୦୧୮ ମଧ୍ୟରେ ସରକାରୀ ଯୋଜନାରେ ମୋଟ ୮୫ ହଜାର ପକ୍କାଘର ବଣ୍ଟା ଯାଇଥିଲା । ହେଲେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା କେତେ ଫଳପ୍ରଦ ତାହା ଗତ ଲଗାଣ ବର୍ଷା ଓ ବନ୍ୟା ସମୟରେ ସାମ୍ନାକୁ ଆସିଛି ।
#AwasYojana #OdishaGovt #Mayurbhanj #Odisha #ArgusNews