ପୁରୀରେ ଜାରି ରହିଛି ଅଖିଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ୧୪ ତମ ସାଧାରଣ ସଭା ।ଏହି ସାଧାରଣ ସଭାରେ ଅନେକ ଯୋଜନା,ବ୍ୟକ୍ତିଗତ ସମସ୍ୟା ଓ ସାମାଜିକ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ଉପସ୍ଥିତ ପୂର୍ବ ସେନାଧିକାରୀ ।
#ArgusNews #ABPSSP #puri #GeneralMeeting #exservicemen #socialissues #Odisha