ରାଉରକେଲା ଅଗ୍ରେସନ ଭବନରେ ଏଭିବିପିର ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏଭିବିପି ର କେନ୍ଦ୍ରୀୟ ଜେନେରାଲ ସେକ୍ରେଟାରୀ ନିଧି ଶର୍ମାଙ୍କ ସହ ସଂଗଠନର ଅନେକ କେନ୍ଦ୍ରୀୟ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
#ABVP #nationalworkshop #inaugurated #students #Rourkela #Odisha #ArgusNews