ବଲାଙ୍ଗୀରରେ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍। ଛାତ୍ର ରହୁଥିବା ରୁମ ସହ ବିଭିନ୍ନ ସ୍ଥାନର ଛାନଭିନ କରିଛି । ହଷ୍ଟେଲର ରୁମ୍ ନମ୍ବର-୩୧୨ରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି। ଏହାସହ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ମୃତ ଛାତ୍ରଙ୍କ ମାମୁ।
#Balangir #bhimabhoimedicalcollage #StudentDeath #mistery #Odisha #ArgusNews