ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସଙ୍କୁ ପଚରାଉଚରା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୋଲିସ ବାରାକରେ ରଖାଯାଇଥିବା ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ । ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି ଅରୁଣ ବୋଥ୍ରା ।
#ArgusNews #HealthMinister #NabaDas #RIP #Bhubaneswar #ASIGopalDas #CrimeBranch #Odisha