ଏସିଏଫସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ପାରାଳାଖିମୁଣ୍ଡିରୁ ଏକ ୬ଜଣିଆ ତଦନ୍ତକାରୀ ଟିମ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ପହଞ୍ଚିଛନ୍ତି। ତଦନ୍ତକାରୀ ଟିମ ସୌମ୍ୟରଞ୍ଜନଙ୍କ ବାସଭବନକୁ ଯାଇ ପରିବାର ଏବଂ ସମ୍ପର୍କୀୟଙ୍କୁ ଘଟଣା ବିଷୟରେ ପଚରାଉଚରା କରିବା ନେଇ ସୂଚନା।
#ArgusNews #ArgusNewsTV #Odisha #ACF_Deathcase #Investigation