କହିଲେ କମ୍ ଚାପିଲେ ବେଶୀ । ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ କ୍ଲିନଚିଟ୍ ।
କ୍ରାଇମବ୍ରାଞ୍ଚ ଏଜିଡି କହିଲେ ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କ ମଧ୍ୟରେ ନଥିଲା ସଂପର୍କ । ସୌମ୍ୟଙ୍କ ମୃତ୍ୟୁକୁ କହିଲେ ଦୁର୍ଘଟଣା । ନିଆଁ ଲିଭାରେ ଅବହେଳା କରିଥିଲେ ବିଦ୍ୟାଭାରତୀ ।ଏଡିଜିଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ବାପା ।
#soumyamurdercase #ACFMurder #Bidyabharati #DFO #SoumyaDeathCase #acfdeathcase #CleanChit #Paralakhemundi #Odisha #ArgusNews