ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ । ପାରଳାଖେମୁଣ୍ଡି କୋର୍ଟରେ ପହଞ୍ଚି ଚାର୍ଜସିଟ ଦାଖଲ କଲେ କ୍ରାଇମବ୍ରାଞ୍ଚର ତଦନ୍ତ ଭାର ନେଇଥିବା ଡିଏସପି ଜ୍ଞାନରଞ୍ଜନ ମିଶ୍ର । ବିଦ୍ୟା ଭାରତୀଙ୍କ ନାଁରେ 80ରୁ ଅଧିକ ସାକ୍ଷ୍ୟ ପ୍ରମାଣପତ୍ର ନେଇ 3 ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି ।
#soumyamurdercase #ACFMurder #Bidyabharati #DFO #SoumyaDeathCase #acfdeathcase #CrimeBranch #Chargesheet #Paralakhemundi #Odisha #ArgusNews