#ପିଟି_ପିଟି_ମାରିଦେଲେ_ବି_ମାଫ୍
#ପବ୍ଲିକଙ୍କୁ_ମାଡ଼_ମାରିଲେ_ମାଫ୍
#ଖାକି_ସୁରକ୍ଷାରେ_ଖାକି
ଖାକି ସୁରକ୍ଷାରେ ଖାକି । ପୋଲିସ ବିରୋଧରେ ଅଭିଯୋଗ ଆସିଲେ ବି ହେଉନାହିଁ ଆକସନ୍ । ପିଟି ପିଟି ମାରିଦେଲେ ବି ମାଫ୍ । ନ୍ୟାସନାଲ୍ କ୍ରାଇମ ରେକର୍ଡ ବ୍ୟୁରୋରୁ ଆସିଲା ସାଂଘାତିକ ତଥ୍ୟ । ଜାଣିଶୁଣି ମାମଲାକୁ ଚାପି ଦେବାକୁ ପ୍ରୟାସ କରାଯାଉଛି
#BBSR #NationalCrimeRecordBureau #Police #Odisha #ArgusNews