#ଚିକିତ୍ସା_ପାଇଁ_ଦିଲ୍ଲୀ_ଯାଇଛନ୍ତି_ଅଭିନେତା_ପିଣ୍ଟୁ_ନନ୍ଦ
ମୁଁ ପୁଣି ଫେରିବି । ମତେ ଲାଗୁଛି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି । ଆପଣମାନଙ୍କୁ ଭଲ ପାଇବା ମୋ ସାଥିରେ ଅଛି । ମୁଁ ଫେରିବି ଆପଣମାନଙ୍କୁ ହସାଇବି । ଆପଣଙ୍କ ସହ ଜୀବନ ବିତାଇବି । ଚିକିତ୍ସା ପାଇଁ ଦିଲ୍ଲୀ ଯିବା ପୂର୍ବରୁ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।
#PintuNanda #LiverCirrhosis #treatment #delhi #help #ArgusNews