ଦୁରର୍ଦଶନ କେନ୍ଦ୍ର ବନ୍ଦ ନିଷ୍ପତ୍ତିକେ ବିରୋଧ କରିକିନା କଲାକାର ମହାସଂଘର ବିକ୍ଷୋଭ୍। ସମ୍ବଲପୁର ଦୁରଦର୍ଶନ କେନ୍ଦ୍ର ବନ୍ଦ କରିବା ନିଷ୍ପତ୍ତି କୁ ବିରୋଧ କରି ପଶ୍ଚିମ ଓଡିଶା କଲାକାର ସଂଘ ପକ୍ଷରୁ ଜିଲ୍ଲାପାଲ କାର୍ଯ୍ୟଲୟ ସମ୍ମୁଖରେ ବିକ୍ଷୋଭ
#Sambalpur #Doordarshan #Actorstrike #ArgusNews #Odisha